ଗୋଟାଏ ରୁମ୍‌ ଭିତରେ ୨ଟା ପାଇଖାନା

ଲ‌‌‌କ୍ଷ୍ନୌ: ଉତ୍ତରପ୍ରଦେଶର ବସ୍ତିରେ ଥିବା ଏକ ପାଇଖାନା ଘର ବେଶ୍‌ ଚର୍ଚ୍ଚା ପାଲଟିଛି। ଜାଣିବାକୁ ମିଳିଛି ଯେ ବସ୍ତିରେ ଥିବା ଏକ ପାଇଖାନା ଘର ଭିତରେ ୨ଟା ପାଇଖାନା ପାଖକୁ ଲାଗିକି ରହିଛି। ତେବେ ପ୍ରଶ୍ନ ଉଠିଛି ୨ଟା ପାଇଖାନା ଏତେ ପାଖରେ ଲାଗିକି ରହିଛି କାହିଁକି? ଦୁଇ ପାଇଖାନା ମଧ୍ୟରେ ଅଛି ନା କୌଣସି କାନ୍ଥ, ନା କୌଣସି ପରଦା। ତେବେ କ’ଣ ୨ ଜଣ ବ୍ୟକ୍ତି ଏକକାଳୀନ … Continue reading ଗୋଟାଏ ରୁମ୍‌ ଭିତରେ ୨ଟା ପାଇଖାନା